1 Chronicles 1:46 — Compare Translations
5 translations compared side by side
Odia - 1840
"ହୂଶମ୍ଙ୍କର ମୃତ୍ଯୁ ପରେ ହଦଦ୍ ନୂତନ ରାଜା ହେଲେ। ସେ ମାୟୋବ ଦେଶ ରେ ମିଦିଯନୀଯଙ୍କୁ ପରାସ୍ତ କଲେ। ତାଙ୍କ ନଗରର ନାମ ଥିଲା ଅବୀତ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ହୂଶମ୍ ମଲା ଉତ୍ତାରେ ବଦଦର ପୁତ୍ର ଯେଉଁ ହଦଦ୍ ମୋୟାବ-ପଦାରେ ମିଦୀୟନକୁ ପରାସ୍ତ କରିଥିଲେ, ସେ ତାଙ୍କ ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ଅବୀତ୍ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ହୂଶମ୍ଙ୍କର ମୃତ୍ୟୁ ପରେ ହଦଦ୍ ନୂତନ ରାଜା ହେଲେ। ସେ ମୋୟାବ ଦେଶରେ ମିଦିୟନୀୟଙ୍କୁ ପରାସ୍ତ କଲେ। ତାଙ୍କ ନଗରର ନାମ ଥିଲା ଅବୀତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ହୂଶମ୍ ମଲା ଉତ୍ତାରେ ବଦଦର ପୁତ୍ର ଯେଉଁ ହଦଦ୍ ମୋୟାବ-ପଦାରେ ମିଦୀୟନକୁ ପରାସ୍ତ କରିଥିଲେ, ସେ ତାଙ୍କ ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ଅବୀତ୍ ଥିଲା।
Odia IRV 2017 (ଓଡିଆ ବାଇବେଲ)
ପୁଣି, ହୂଶମ୍ ମଲା ଉତ୍ତାରେ ବଦଦର ପୁତ୍ର ଯେଉଁ ହଦଦ୍ ମୋୟାବ-ପଦାରେ ମିଦୀୟନକୁ ପରାସ୍ତ କରିଥିଲେ, ସେ ତାଙ୍କ ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ଅବୀତ୍ ଥିଲା।