1 Chronicles 1:47 — Compare Translations

5 translations compared side by side

Odia - 1840
"ହଦଦ୍ଙ୍କର ମୃତ୍ଯୁ ପରେ ସମ୍ଲ ନୂତନ ରାଜା ହେଲେ। ଏହି ସମ୍ଲ ମସ୍ ରକୋରୁ ଆସିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ହଦଦ୍ ମରନ୍ତେ, ମସ୍ରେକା ନିବାସୀ ସମ୍ଳ ତାଙ୍କର ପଦରେ ରାଜ୍ୟ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ହଦ‌ଦଙ୍କର ମୃତ୍ୟୁ ପରେ ସମ୍ଳ ନୂତନ ରାଜା ହେଲେ। ଏହି ସମ୍ଳ ମସ୍ରେକାରୁ ଆସିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ହଦଦ୍‍ ମରନ୍ତେ, ମସ୍ରେକା ନିବାସୀ ସମ୍ଳ ତାଙ୍କର ପଦରେ ରାଜ୍ୟ କଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ ହଦଦ୍‍ ମରନ୍ତେ, ମସ୍ରେକା ନିବାସୀ ସମ୍ଳ ତାଙ୍କର ପଦରେ ରାଜ୍ୟ କଲେ।