1 Chronicles 1:48 — Compare Translations

5 translations compared side by side

Odia - 1840
"ସମ୍ଲଙ୍କ ମୃତ୍ଯୁ ପରେ ଶୌଲ୍ ନୂତନ ରାଜା ହେଲେ। ଶୌଲ୍ ଫରାତ୍ ନଦୀ କୂଳସ୍ଥ ରହୋବୋତରୁ ଆସିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସମ୍ଳ ମରନ୍ତେ, (ଫରାତ୍) ନଦୀ ନିକଟସ୍ଥ ରହୋବତ୍ ନିବାସୀ ଶୌଲ୍ ତାଙ୍କର ପଦରେ ରାଜ୍ୟ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସମ୍ଳଙ୍କ ମୃତ୍ୟୁ ପରେ ଶୌଲ୍ ନୂତନ ରାଜା ହେଲେ। ଶୌଲ୍ ଫରାତ୍ ନଦୀ କୂଳସ୍ଥ ରହୋବୋତରୁ ଆସିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସମ୍ଳ ମରନ୍ତେ, (ଫରାତ୍‍) ନଦୀ ନିକଟସ୍ଥ ରହୋବୋତ୍‍ ନିବାସୀ ଶୌଲ ତାଙ୍କର ପଦରେ ରାଜ୍ୟ କଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସମ୍ଳ ମରନ୍ତେ, (ଫରାତ୍‍) ନଦୀ ନିକଟସ୍ଥ ରହୋବୋତ୍‍ ନିବାସୀ ଶୌଲ ତାଙ୍କର ପଦରେ ରାଜ୍ୟ କଲେ।

Recommended Reading