1 Chronicles 1:5 — Compare Translations

5 translations compared side by side

Odia - 1840
"ଯଫେତ୍ଙ୍କର ପୁତ୍ରମାନେ ଥିଲେ: ଗୋମର, ମା ରୋଗ, ମାଦଯ, ୟବନ, ତୁବଲ, ମେଶକ୍ ଓ ତୀରସ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଫତ୍ର ସନ୍ତାନ ଗୋମର ଓ ମାଗୋଗ ଓ ମାଦୟ ଓ ଯବନ ଓ ତୂବଲ ଓ ମେଶକ୍ ଓ ତୀରସ୍,
Odia Bible ERV 2004 (ପବିତ୍ର ବାଇବଲ)
ଯେଫତ୍‌ଙ୍କର ବଂଶଧର ଯେଫତ୍‌ଙ୍କର ପୁତ୍ରମାନେ ଥିଲେ: ଗୋମର, ମାଗୋଗ, ମାଦୟ, ଯବନ, ତୁବଲ, ମେଶକ୍ ଓ ତୀରସ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଫତ୍‍ର ସନ୍ତାନ ଗୋମର, ମାଗୋଗ୍‍, ମାଦୟ, ଯବନ, ତୁବଲ୍‍, ମେଶକ୍‍ ଓ ତୀରସ୍‍ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ଯେଫତ୍‍ର ସନ୍ତାନ ଗୋମର, ମାଗୋଗ୍‍, ମାଦୟ, ଯବନ, ତୁବଲ୍‍, ମେଶକ୍‍ ଓ ତୀରସ୍‍ ଥିଲେ।