1 Chronicles 1:51 — Compare Translations
5 translations compared side by side
Odia - 1840
"ତା'ପରେ ହଦଦ୍ଙ୍କର ମୃତ୍ଯୁ ଘଟିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ହଦଦ୍ ମଲେ । ଏମାନେ ଇଦୋମର ରାଜା ଥିଲେ, ଯଥା, ରାଜା ତିମ୍ନ, ରାଜା ଅଲୀୟା, ରାଜା ଯିଥେତ୍,
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ହଦଦଙ୍କର ମୃତ୍ୟୁ ଘଟିଲା। ଇଦୋମର ନେତାମାନେ ଥିଲେ ତିମ୍ନ, ଅଲିୟା, ଯିଥେତ୍
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ହଦଦ୍ ମଲେ। ଏମାନେ ଇଦୋମର ରାଜା ଥିଲେ, ଯଥା, ରାଜା ତିମ୍ନା, ରାଜା ଅଲୀୟା, ରାଜା ଯିଥେତ୍,
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ହଦଦ୍ ମଲେ। ଏମାନେ ଇଦୋମର ରାଜା ଥିଲେ, ଯଥା, ରାଜା ତିମ୍ନା, ରାଜା ଅଲୀୟା, ରାଜା ଯିଥେତ୍,