1 Chronicles 1:54 — Compare Translations

5 translations compared side by side

Odia - 1840
"ମଗଦୀଯଲେ ଓ ଈରମ୍। ଏହା ହିଁ ଇଦୋମଙ୍କର ଦତାମାନଙ୍କେର ତାଲିକା ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ରାଜା ମଗ୍ଦୀୟେଲ, ରାଜା ଈରମ୍ । ଏମାନେ ଇଦୋମର ରାଜା ଥିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ମ‌ଗ୍‌ଦୀୟେଲ ଓ ଈରମ୍। ଏହା ହିଁ ଇଦୋମଙ୍କର ନେତାମାନଙ୍କର ତାଲିକା ଅଟେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ରାଜା ମଗ୍‍ଦୀୟେଲ, ରାଜା ଈରମ୍‍। ଏମାନେ ଇଦୋମର ରାଜା ଥିଲେ।
Odia IRV 2017 (ଓଡିଆ ବାଇବେଲ)
ରାଜା ମଗ୍‍ଦୀୟେଲ, ରାଜା ଈରମ୍‍। ଏମାନେ ଇଦୋମର ରାଜା ଥିଲେ।