1 Chronicles 11:26 — Compare Translations
5 translations compared side by side
Odia - 1840
"ବୀର ସୈନ୍ଯ, ତିରିଶ ଜଣ ବୀରମାନେ ଥିଲେ: ଯୋୟାବର ଭ୍ରାତା ଅସା ହେଲ, ବୈଥଲହମେସ୍ଥ ଦୋଦୟର ପୁତ୍ର ଇଲହାନନ୍;"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆହୁରି ସୈନ୍ୟ ମଧ୍ୟରେ ଏହି ବୀରମାନେ ଥିଲେ; ଯଥା, ଯୋୟାବର ଭ୍ରାତା ଅସାହେଲ, ବେଥଲିହିମସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍;
Odia Bible ERV 2004 (ପବିତ୍ର ବାଇବଲ)
ତିରିଶ୍ ଜଣ ବୀର ବୀର ସୈନ୍ୟ, ତିରିଶ୍ ଜଣ ବୀରମାନେ ଥିଲେ: ଯୋୟାବର ଭ୍ରାତା ଅସାହେଲ୍, ବୈଥ୍ଲେହମସ୍ଥ ଦୋଦୟର ପୁତ୍ର ଇଲହାନନ୍;
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆହୁରି ସୈନ୍ୟ ମଧ୍ୟରେ ଏହି ବୀରମାନେ ଥିଲେ; ଯଥା, ଯୋୟାବର ଭ୍ରାତା ଅସାହେଲ, ବେଥଲିହିମସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍;
Odia IRV 2017 (ଓଡିଆ ବାଇବେଲ)
ଆହୁରି ସୈନ୍ୟ ମଧ୍ୟରେ ଏହି ବୀରମାନେ ଥିଲେ; ଯଥା, ଯୋୟାବର ଭ୍ରାତା ଅସାହେଲ, ବେଥଲିହିମସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍;