1 Chronicles 11:45 — Compare Translations
5 translations compared side by side
Odia - 1840
"ଶିମ୍ରିଙ୍କ ପୁତ୍ର ୟିଦୀଯଲେ, ତୀଷୀଯ ୟୋହା ଓ ତାଙ୍କ ଭ୍ରାତା ୟୋହା;"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶିମ୍ରିର ପୁତ୍ର ଯିଦୀୟେଲ୍ ଓ ତାହାର ଭ୍ରାତା ତୀଷୀୟ ଯୋହା;
Odia Bible ERV 2004 (ପବିତ୍ର ବାଇବଲ)
ଶିମ୍ରିଙ୍କ ପୁତ୍ର ଯିଦୀୟେଲ, ତୀଷୀୟ ଯୋହା ଓ ତାଙ୍କ ଭ୍ରାତା ଯୋହା;
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶିମ୍ରିର ପୁତ୍ର ଯିଦୀୟେଲ ଓ ତାହାର ଭ୍ରାତା ତୀଷୀୟ ଯୋହା;
Odia IRV 2017 (ଓଡିଆ ବାଇବେଲ)
ଶିମ୍ରିର ପୁତ୍ର ଯିଦୀୟେଲ ଓ ତାହାର ଭ୍ରାତା ତୀଷୀୟ ଯୋହା;