1 Chronicles 16:40 — Compare Translations
5 translations compared side by side
Odia - 1840
"ପ୍ରତିଦିନ ସକାଳେ ଓ ସନ୍ଧ୍ଯା ରେ ସାଦୋକ୍ ଓ ଅନ୍ୟ ଯାଜକମାନେ ୟଜ୍ଞବଦେୀ ଉପରେ ହାମବେଳି ଉତ୍ସର୍ଗ କରୁଥିଲେ। ସଦାପ୍ରଭୁ ଇଶ୍ରାୟେଲକୁ ଦଇେଥିବା ସଦାପ୍ରଭୁଙ୍କ ନିଯମ ରେ ଲିଖିତ ବିଧିକୁ ପାଳନ କରି ସମାନେେ ଏହିପରି କରୁଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସାଦୋକ୍ ଯାଜକ ଓ ତାହାର ଯାଜକ ଭ୍ରାତୃଗଣ ଗିବୀୟୋନସ୍ଥ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ରହିଲେ;
Odia Bible ERV 2004 (ପବିତ୍ର ବାଇବଲ)
ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ସାଦୋକ୍ ଓ ଅନ୍ୟ ଯାଜକମାନେ ଯଜ୍ଞବେଦି ଉପରେ ହୋମବଳି ଉତ୍ସର୍ଗ କରୁଥିଲେ। ସଦାପ୍ରଭୁ ଇସ୍ରାଏଲକୁ ଦେଇଥିବା ସଦାପ୍ରଭୁଙ୍କ ନିୟମରେ ଲିଖିତ ବିଧିକୁ ପାଳନ କରି ସେମାନେ ଏହିପରି କରୁଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସାଦୋକ ଯାଜକ ଓ ତାହାର ଯାଜକ-ଭ୍ରାତୃଗଣ ଗିବୀୟୋନ୍ସ୍ଥ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ରହିଲେ;
Odia IRV 2017 (ଓଡିଆ ବାଇବେଲ)
ସାଦୋକ ଯାଜକ ଓ ତାହାର ଯାଜକ ଭ୍ରାତୃଗଣ ଗିବୀୟୋନ୍ସ୍ଥ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ରହିଲେ;