1 Chronicles 2:11 — Compare Translations

5 translations compared side by side

Odia - 1840
"ନ ହଶାେନ ସଲମାଙ୍କର ପିତା ଥିଲେ। ସଲମା ବୋଯାଜଙ୍କ ପିତା ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ନହଶୋନ୍ ସଲ୍ମାକୁ ଜାତ କଲା ଓ ସଲ୍ମା ବୋୟଜକୁ ଜାତ କଲା;
Odia Bible ERV 2004 (ପବିତ୍ର ବାଇବଲ)
ନହଶୋନ ସ‌‌ଲ୍‌‌ମାଙ୍କର ପିତା ଥିଲେ। ସ‌‌ଲ୍‌‌ମା ବୋୟାଜଙ୍କ ପିତା ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ନହଶୋନ ସଲ୍ମାକୁ ଜାତ କଲା ଓ ସଲ୍ମା ବୋୟଜକୁ ଜାତ କଲା;
Odia IRV 2017 (ଓଡିଆ ବାଇବେଲ)
ଆଉ ନହଶୋନ୍‍ ସଲ୍‍ମାକୁ ଜାତ କଲା ଓ ସଲ୍‍ମା ବୋୟଜକୁ ଜାତ କଲା;