1 Chronicles 2:27 — Compare Translations

5 translations compared side by side

Odia - 1840
"ୟିରହମଲଙ୍କେର ପ୍ରଥମ ପୁତ୍ର ଅରାମଙ୍କର ପୁତ୍ରମାନେ ଥିଲେ ମାଷ୍, ୟାମୀନ ଓ ଏକର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଯିରହମେଲର ପ୍ରଥମଜାତ ଅରାମର ପୁତ୍ର ମାଷ୍ ଓ ଯାମୀନ୍ ଓ ଏକର ।
Odia Bible ERV 2004 (ପବିତ୍ର ବାଇବଲ)
ଯିରହମେଲଙ୍କର ପ୍ରଥମ ପୁତ୍ର ଅରାମଙ୍କର ପୁତ୍ରମାନେ ଥିଲେ ମାଷ୍, ଯାମୀନ ଓ ଏକର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଯିରହମେଲର ପ୍ରଥମଜାତ ରାମ୍‍ର ପୁତ୍ର ମାଷ୍‍, ଯାମୀନ୍‍ ଓ ଏକର।
Odia IRV 2017 (ଓଡିଆ ବାଇବେଲ)
ଆଉ ଯିରହମେଲର ପ୍ରଥମଜାତ ରାମ୍‍ର ପୁତ୍ର ମାଷ୍‍, ଯାମୀନ୍‍ ଓ ଏକର।