1 Chronicles 2:31 — Compare Translations
5 translations compared side by side
Odia - 1840
"ୟିଶଯି ଅପ୍ପଯିମଙ୍କର ପୁତ୍ର ଥିଲେ। ୟିଶଯିଙ୍କର ପୁତ୍ର ଥିଲେ: ଶେଶନ୍। ଶେଶନ୍ଙ୍କର ପୁତ୍ର ଥିଲେ: ଅହଲଯ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଅପ୍ପୟିମର ପୁତ୍ର ଯିଶୟି, ପୁଣି ଯିଶୟିର ପୁତ୍ର ଶେଶନ୍ । ଶେଶନ୍ର ପୁତ୍ର ଅହଲୟ ।
Odia Bible ERV 2004 (ପବିତ୍ର ବାଇବଲ)
ଯିଶୟି ଅପ୍ପୟିମଙ୍କର ପୁତ୍ର ଥିଲେ। ଯିଶୟିଙ୍କର ପୁତ୍ର ଥିଲେ: ଶେଶନ୍। ଶେଶନଙ୍କର ପୁତ୍ର ଥିଲେ: ଅହଲୟ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଅପ୍ପୟିମ୍ର ପୁତ୍ର ଈଶୀ, ପୁଣି, ଈଶୀର ପୁତ୍ର ଶେଶନ୍। ଶେଶନ୍ର ପୁତ୍ର ଅହଲୟ।
Odia IRV 2017 (ଓଡିଆ ବାଇବେଲ)
ଆଉ ଅପ୍ପୟିମ୍ର ପୁତ୍ର ଈଶୀ, ପୁଣି, ଈଶୀର ପୁତ୍ର ଶେଶନ୍। ଶେଶନ୍ର ପୁତ୍ର ଅହଲୟ।