1 Chronicles 2:48 — Compare Translations
5 translations compared side by side
Odia - 1840
"ମାଖା ନାମ୍ନୀ କାଲବରଙ୍କେର ଆଉ ଜଣେ ଦାସୀ ଥିଲେ। ମାଖା ଶବରେ ଓ ତିର୍ହନଃଙ୍କର ମାତା ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି କାଲେବ୍ର ଉପପନିୀ ମାଖା ଶେବରକୁ ଓ ତିର୍ହନଃକୁ ପ୍ରସବ କଲା ।
Odia Bible ERV 2004 (ପବିତ୍ର ବାଇବଲ)
ମାଖା ନାମ୍ନୀ କାଲେବଙ୍କର ଆଉ ଜଣେ ଦାସୀ ଥିଲେ। ମାଖା ଶେବର ଓ ତିର୍ହନଃଙ୍କର ମାତା ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, କାଲେବର ଉପପତ୍ନୀ ମାଖା ଶେବରକୁ ଓ ତିର୍ହନଃକୁ ପ୍ରସବ କଲା।
Odia IRV 2017 (ଓଡିଆ ବାଇବେଲ)
ପୁଣି, କାଲେବର ଉପପତ୍ନୀ ମାଖା ଶେବରକୁ ଓ ତିର୍ହନଃକୁ ପ୍ରସବ କଲା।