1 Chronicles 2:6 — Compare Translations
5 translations compared side by side
Odia - 1840
"ସରହଙ୍କେର ପାଞ୍ଚପୁତ୍ର ଥିଲେ। ସମାନଙ୍କେର ନାମ ଥିଲା ସିମ୍ରି, ଏଥନ୍, ହମେନ୍, କଲକୋଲ୍ ଓ ଦରୋ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସେରହର ସନ୍ତାନ ସିମ୍ରି ଓ ଏଥନ୍ ଓ ହେମନ୍ ଓ କଲ୍କୋଲ୍ ଓ ଦେରା; ସର୍ବସୁଦ୍ଧା ପାଞ୍ଚ ଜଣ ।
Odia Bible ERV 2004 (ପବିତ୍ର ବାଇବଲ)
ସେରହଙ୍କର ପାଞ୍ଚପୁତ୍ର ଥିଲେ। ସେମାନଙ୍କର ନାମ ଥିଲା ସିମ୍ରି, ଏଥନ୍, ହେମନ୍, କଲ୍କୋଲ୍ ଓ ଦେରା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେରହର ସନ୍ତାନ ସିମ୍ରି ଓ ଏଥନ୍ ଓ ହେମନ ଓ କଲ୍କୋଲ୍ ଓ ଦେରା; ସମୁଦାୟ ପାଞ୍ଚ ଜଣ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେରହର ସନ୍ତାନ ସିମ୍ରି ଓ ଏଥନ୍ ଓ ହେମନ ଓ କଲ୍କୋଲ୍ ଓ ଦେରା; ସମୁଦାୟ ପାଞ୍ଚ ଜଣ।