1 Chronicles 23:20 — Compare Translations
5 translations compared side by side
Odia - 1840
"ଉଷୀଯଲଙ୍କେ ଜେଷ୍ଠପୁତ୍ର ଥିଲେ ମୀଖା ଓ ୟିଶିଯ ତାଙ୍କର ଦ୍ବିତୀୟ ପୁତ୍ର ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଉଷୀୟେଲର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ମୀଖା, ଦ୍ଵିତୀୟ ଯିଶୀୟ ।
Odia Bible ERV 2004 (ପବିତ୍ର ବାଇବଲ)
ଉଷୀୟେଲଙ୍କ ଜ୍ୟେଷ୍ଠପୁତ୍ର ଥିଲେ ମୀଖା ଓ ଯିଶିୟ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଉଷୀୟେଲର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ମୀଖା, ଦ୍ୱିତୀୟ ଯିଶୀୟ।
Odia IRV 2017 (ଓଡିଆ ବାଇବେଲ)
ଉଷୀୟେଲର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ମୀଖା, ଦ୍ୱିତୀୟ ଯିଶୀୟ।