1 Chronicles 23:29 — Compare Translations
5 translations compared side by side
Odia - 1840
"ମନ୍ଦିରର ମଜେ ଉପରେ ବିଶଷେ ରୋଟୀ ରଖିବାର ଦାଯିତ୍ବ ସମାନଙ୍କେର ଥିଲା। ଆହୁରି ମଧ୍ଯ, ସମାନଙ୍କେର ମଇଦା, ଶସ୍ଯ ନବୈେଦ୍ଯ ଓ ଖମିର ବିନା ରୋଟୀ ପ୍ରସ୍ତୁତ କରିବାର ଦାଯିତ୍ବ ଥିଲା। ପିଠା ପାକ କରିବା ଓ ମିଶ୍ରିତ ନବୈେଦ୍ଯ ଉତ୍ସର୍ଗ କରିବା ଦାଯିତ୍ବ ମଧ୍ଯ ସମାନଙ୍କେର ଥିଲା। ସମାନେେ ସବୁ ପ୍ରକାର ମାପ ତୌଲି କରୁଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆହୁରି ଦର୍ଶନୀୟ-ରୋଟୀର ଓ ତାଡ଼ିଶୂନ୍ୟ ସରୁ ଚକୁଳି ଅବା ପଲମରେ ଭଜା କି ରନ୍ଧା ଭକ୍ଷ୍ୟ-ନୈବେଦ୍ୟ ପାଇଁ ସରୁ ମଇଦାର ଓ ସର୍ବପ୍ରକାର ପରିମାଣ ଓ ତୌଲର କାର୍ଯ୍ୟନ୍ତ
Odia Bible ERV 2004 (ପବିତ୍ର ବାଇବଲ)
ମନ୍ଦିରର ମେଜ ଉପରେ ବିଶେଷରୋଟୀ ରଖିବାର ଦାୟିତ୍ୱ ସେମାନଙ୍କର ଥିଲା। ଆହୁରି ମଧ୍ୟ, ସେମାନଙ୍କର ମଇଦା, ଶସ୍ୟ ନୈବେଦ୍ୟ ଓ ଖମିର ବିନା ରୋଟୀ ପ୍ରସ୍ତୁତ କରିବାର ଦାୟିତ୍ୱ ଥିଲା। ପିଠା ପାକ କରିବା ଓ ମିଶ୍ରିତ ନୈବେଦ୍ୟ ଉତ୍ସର୍ଗ କରିବା ଦାୟିତ୍ୱ ମଧ୍ୟ ସେମାନଙ୍କର ଥିଲା। ସେମାନେ ସବୁ ପ୍ରକାର ମାପ ତୌଲି କରୁଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆହୁରି ଦର୍ଶନୀୟ ରୁଟିର ଓ ତାଡ଼ିଶୂନ୍ୟ ସରୁ ଚକୁଳି ଅବା ପଲମରେ ଭଜା କି ରନ୍ଧା ଭକ୍ଷ୍ୟ ନୈବେଦ୍ୟ ପାଇଁ ସରୁ ମଇଦାର ଓ ସର୍ବପ୍ରକାର ପରିମାଣ ଓ ତୌଲର କାର୍ଯ୍ୟ;
Odia IRV 2017 (ଓଡିଆ ବାଇବେଲ)
ଆହୁରି ଦର୍ଶନୀୟ-ରୁଟିର ଓ ତାଡ଼ିଶୂନ୍ୟ ସରୁ ଚକୁଳି ଅବା ପଲମରେ ଭଜା କି ରନ୍ଧା ଭକ୍ଷ୍ୟ-ନୈବେଦ୍ୟ ପାଇଁ ସରୁ ମଇଦାର ଓ ସର୍ବପ୍ରକାର ପରିମାଣ ଓ ତୌଲର କାର୍ଯ୍ୟ;