1 Chronicles 26:14 — Compare Translations

5 translations compared side by side

Odia - 1840
"ଶଲେିମିଯଙ୍କୁ ପୂର୍ବ ପାଶର୍‌ବର ଦ୍ବାର ଜଗିବା ନିମନ୍ତେ ମନୋନୀତ କରାୟାଇଥିଲା। ଏହାପରେ ଶଲେିମିଯଙ୍କ ପୁତ୍ର ଜିଖରିଯଙ୍କ ନିମନ୍ତେ ଗୁଳିବାଣ୍ଟ କରାଗଲା। ଜିଖରିଯ ଜଣେ ଜ୍ଞାନୀ ପରାମର୍ଶଦାତା ଥିଲେ। ଜିଖରିଯଙ୍କୁ ଉତ୍ତରପାଶର୍‌ବ ଦ୍ବାର ନିମନ୍ତେ ମନୋନୀତ କରାଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ପୂର୍ବଦିଗର ବାଣ୍ଟ ଶେଲିମୀୟ ପକ୍ଷରେ ଉଠିଲା; ତହୁଁ ସେମାନେ ତାହାର ପୁତ୍ର ଜିଖରୀୟ ନିମନ୍ତେ ଗୁଲିବାଣ୍ଟ କଲେ, ସେ ବିଜ୍ଞ ମନ୍ତ୍ରୀ ଥିଲା; ଆଉ ଉତ୍ତରଦିଗ ତାହାର ବାଣ୍ଟରେ ଉଠିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଶେଲିମିୟଙ୍କୁ ପୂର୍ବ ପାର୍ଶ୍ୱର ଦ୍ୱାର ଜଗିବା ନିମନ୍ତେ ମନୋନୀତ କରାଯାଇଥିଲା। ଏହା ପରେ ଶେଲିମିୟଙ୍କ ପୁତ୍ର ଯିଖରିୟଙ୍କ ନିମନ୍ତେ ଗୁଲିବାଣ୍ଟ କରାଗଲା। ଯିଖରିୟ ଜଣେ ଜ୍ଞାନୀ ପରାମର୍ଶଦାତା ଥିଲେ। ଯିଖରିୟଙ୍କୁ ଉତ୍ତର ପାର୍ଶ୍ୱ ଦ୍ୱାର ନିମନ୍ତେ ମନୋନୀତ କରାଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ପୂର୍ବ ଦିଗର ବାଣ୍ଟ ଶେଲିମୀୟ ପକ୍ଷରେ ଉଠିଲା; ତହୁଁ ସେମାନେ ତାହାର ପୁତ୍ର ଜିଖରୀୟ ନିମନ୍ତେ ଗୁଲିବାଣ୍ଟ କଲେ, ସେ ବିଜ୍ଞ ମନ୍ତ୍ରୀ ଥିଲା; ଆଉ ଉତ୍ତର ଦିଗ ତାହାର ବାଣ୍ଟରେ ଉଠିଲା।
Odia IRV 2017 (ଓଡିଆ ବାଇବେଲ)
ତହିଁରେ ପୂର୍ବ ଦିଗର ବାଣ୍ଟ ଶେଲିମୀୟ ପକ୍ଷରେ ଉଠିଲା; ତହୁଁ ସେମାନେ ତାହାର ପୁତ୍ର ଜିଖରୀୟ ନିମନ୍ତେ ଗୁଲିବାଣ୍ଟ କଲେ, ସେ ବିଜ୍ଞ ମନ୍ତ୍ରୀ ଥିଲା; ଆଉ ଉତ୍ତର ଦିଗ ତାହାର ବାଣ୍ଟରେ ଉଠିଲା।