1 Chronicles 26:19 — Compare Translations
5 translations compared side by side
Odia - 1840
"ଦ୍ବାରପାଳମାନଙ୍କର ଏହିସବୁ ଦଳ ଥିଲା। ସହେି ଦ୍ବାରପାଳମାନେ କୋରହ ଓ ମରାରି ବଂଶର ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କୋରହୀୟ ସନ୍ତାନଗଣ ଓ ମରାରିର ସନ୍ତାନଗଣ ମଧ୍ୟରୁ ଦ୍ଵାରପାଳମାନଙ୍କର ଏହି ସକଳ ପାଳି ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଦ୍ୱାରପାଳମାନଙ୍କର ଏହିସବୁ ଦଳ ଥିଲା। ସେହି ଦ୍ୱାରପାଳମାନେ କୋରହ ଓ ମରାରି ବଂଶର ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କୋରହୀୟ ସନ୍ତାନଗଣ ଓ ମରାରିର ସନ୍ତାନଗଣ ମଧ୍ୟରୁ ଦ୍ୱାରପାଳମାନଙ୍କର ଏହି ସକଳ ପାଳି ଥିଲା।
Odia IRV 2017 (ଓଡିଆ ବାଇବେଲ)
କୋରହୀୟ ସନ୍ତାନଗଣ ଓ ମରାରିର ସନ୍ତାନଗଣ ମଧ୍ୟରୁ ଦ୍ୱାରପାଳମାନଙ୍କର ଏହି ସକଳ ପାଳି ଥିଲା।