1 Chronicles 26:2 — Compare Translations

5 translations compared side by side

Odia - 1840
"ମଶଲେିମିଯଙ୍କର ପୁତ୍ରଗଣ, ଜିଖରିଯ ଜେଷ୍ଠପୁତ୍ର ଥିଲେ। ୟିହୀଯଲେ ଦ୍ବିତୀୟ ପୁତ୍ର ଥିଲେ। ସବଦିଯ ତୃତୀୟ ପୁତ୍ର ଥିଲେ। ୟତନୀଯଲେ ଚତୁର୍ଥ ପୁତ୍ର ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମଶେଲିମୀୟର ପୁତ୍ର ଥିଲେ; ପ୍ରଥମଜାତ ଜିଖରୀୟ, ଦ୍ଵିତୀୟ ଯିହୀୟେଲ, ତୃତୀୟ ସବ୍ଦୀୟ, ଚତୁର୍ଥ ଯତ୍ନୀୟେଲ,
Odia Bible ERV 2004 (ପବିତ୍ର ବାଇବଲ)
ମଶେଲିମିୟଙ୍କର ପୁତ୍ରଗଣ, ଯିଖରିୟ ଜ୍ୟେଷ୍ଠପୁତ୍ର ଥିଲେ। ଯିହୀୟେଲ ଦ୍ୱିତୀୟ ପୁତ୍ର ଥିଲେ। ସବଦିୟ ତୃତୀୟ ପୁତ୍ର ଥିଲେ। ଯତ୍‌ନୀୟେଲ ଚତୁର୍ଥ ପୁତ୍ର ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମଶେଲିମୀୟର ପୁତ୍ର ଥିଲେ; ପ୍ରଥମଜାତ ଜିଖରୀୟ, ଦ୍ୱିତୀୟ ଯିଦୀୟେଲ, ତୃତୀୟ ସବଦୀୟ, ଚତୁର୍ଥ ଯତ୍ନୀୟେଲ,
Odia IRV 2017 (ଓଡିଆ ବାଇବେଲ)
ମଶେଲିମୀୟର ପୁତ୍ର ଥିଲେ; ପ୍ରଥମଜାତ ଜିଖରୀୟ, ଦ୍ୱିତୀୟ ଯିଦୀୟେଲ, ତୃତୀୟ ସବଦୀୟ, ଚତୁର୍ଥ ଯତ୍ନୀୟେଲ,