1 Chronicles 26:21 — Compare Translations

5 translations compared side by side

Odia - 1840
"ଲାଦନ୍ ଗେର୍ଶୋନ୍ଙ୍କ ପରିବାରରୁ ଆସିଥିଲେ। ଯହେିଯଲେ ଲାଦନ୍ଙ୍କ ପରିବାରବର୍ଗର ନେତାମାନଙ୍କ ମଧ୍ଯରୁ ଜଣେ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଲାଦନର ସନ୍ତାନଗଣ; ଲାଦନ ସମ୍ଵନ୍ଧୀୟ ଗେର୍ଶୋନୀୟ-ସନ୍ତାନଗଣ, ଗେର୍ଶୋନୀୟ ଲାଦନ ସମ୍ଵନ୍ଧୀୟ ପିତୃବଂଶପ୍ରଧାନଗଣ; ଯଥା,
Odia Bible ERV 2004 (ପବିତ୍ର ବାଇବଲ)
ଲାଦନ୍ ଗେର୍ଶୋନଙ୍କର ପରିବାରରୁ ଆସିଥିଲେ। ଯେହିୟେଲି ଲାଦ‌ନଙ୍କ ପରିବାରବର୍ଗର ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଲାଦନ୍‍ର ସନ୍ତାନଗଣ; ଲାଦନ୍‍ ସମ୍ବନ୍ଧୀୟ ଗେର୍ଶୋନୀୟ-ସନ୍ତାନଗଣ, ଗେର୍ଶୋନୀୟ ଲାଦନ୍‍ ସମ୍ବନ୍ଧୀୟ ପିତୃବଂଶର ପ୍ରଧାନଗଣ; ଯଥା,
Odia IRV 2017 (ଓଡିଆ ବାଇବେଲ)
ଲାଦନ୍‍ର ସନ୍ତାନଗଣ; ଲାଦନ୍‍ ସମ୍ବନ୍ଧୀୟ ଗେର୍ଶୋନୀୟ-ସନ୍ତାନଗଣ, ଗେର୍ଶୋନୀୟ ଲାଦନ୍‍ ସମ୍ବନ୍ଧୀୟ ପିତୃବଂଶର ପ୍ରଧାନଗଣ; ଯଥା,