1 Chronicles 26:25 — Compare Translations

5 translations compared side by side

Odia - 1840
"ଏହି ସମସ୍ତ ଶବୂଯଲଙ୍କେର ଆତ୍ମୀଯ ଥିଲେ: ଇଲୀଯଷେର ତାଙ୍କର ଆତ୍ମୀଯ ଥିଲେ: ରହବିଯ, ଇଲୀଯଷେରଙ୍କ ପୁତ୍ର। ୟିଶାଯାହ, ରହବିଯଙ୍କ ପୁତ୍ର। ଯୋରାମ, ୟିଶାଯାଦଙ୍କ ପୁତ୍ର। ସିଖ୍ରି ୟୋରାମଙ୍କ ପୁତ୍ର। ଆଉ ଶ ଲୋମୀତ୍, ସିଖ୍ରିଙ୍କ ପୁତ୍ର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ତାହାର ଭ୍ରାତୃଗଣ; ଇଲୀୟେଷରର ପୁତ୍ର ରହବୀୟ ଓ ତାହାର ପୁତ୍ର ଯିଶାୟାହ ଓ ତାହାର ପୁତ୍ର ଯୋରାମ୍ ଓ ତାହାର ପୁତ୍ର ସିଖ୍ରି ଓ ତାହାର ପୁତ୍ର ଶଲୋମୀତ୍ ।
Odia Bible ERV 2004 (ପବିତ୍ର ବାଇବଲ)
ଏହି ସମସ୍ତ ଶବୂୟେଲଙ୍କର ଆତ୍ମୀୟ ଥିଲେ: ଇଲୀୟେଷର ତାଙ୍କର ଆତ୍ମୀୟ ଥିଲେ: ରହବିୟ, ଇଲୀୟେଷରଙ୍କ ପୁତ୍ର। ଯିଶାୟାହ, ରହବିୟଙ୍କ ପୁତ୍ର। ଯୋରାମ, ଯିଶାୟାଦଙ୍କ ପୁତ୍ର। ସିଖ୍ରି ଯୋରାମଙ୍କ ପୁତ୍ର। ଆଉ ଶଲୋମୀତ୍, ସିଖ୍ରିଙ୍କ ପୁତ୍ର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ତାହାର ଭ୍ରାତୃଗଣ; ଇଲୀୟେଜରର ପୁତ୍ର ରହବୀୟ ଓ ତାହାର ପୁତ୍ର ଯିଶାଇୟ ଓ ତାହାର ପୁତ୍ର ଯୋରାମ୍‍ ଓ ତାହାର ପୁତ୍ର ସିଖ୍ରି ଓ ତାହାର ପୁତ୍ର ଶଲୋମୀତ୍‍।
Odia IRV 2017 (ଓଡିଆ ବାଇବେଲ)
ପୁଣି, ତାହାର ଭ୍ରାତୃଗଣ; ଇଲୀୟେଜରର ପୁତ୍ର ରହବୀୟ ଓ ତାହାର ପୁତ୍ର ଯିଶାଇୟ ଓ ତାହାର ପୁତ୍ର ଯୋରାମ୍‍ ଓ ତାହାର ପୁତ୍ର ସିଖ୍ରି ଓ ତାହାର ପୁତ୍ର ଶଲୋମୀତ୍‍।