1 Chronicles 26:29 — Compare Translations

5 translations compared side by side

Odia - 1840
"କନନିଯ ୟିଷହରୀଯଙ୍କ ପରିବାରରୁ ଆସିଥିଲେ। କନନିଯ ଓ ତାଙ୍କର ପୁତ୍ରମାନଙ୍କର ମନ୍ଦିର ବାହା ରେ କାର୍ୟ୍ଯ କରିବାର ଦାଯିତ୍ବ ଥିଲା। ସମାନେେ ଇଶ୍ରାୟେଲର ବିଭିନ୍ନ ସ୍ଥାନ ରେ ପୋଲିସ ଓ ବିଚାରକର୍ତ୍ତା ଭାବରେ କାର୍ୟ୍ଯ କରିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯିଷ୍ହରୀୟମାନଙ୍କ ମଧ୍ୟରୁ କନନୀୟ ଓ ତାହାର ପୁତ୍ରଗଣ ବାହାର କାର୍ଯ୍ୟ ନିମନ୍ତେ ଇସ୍ରାଏଲ ଉପରେ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ହେଲେ ।
Odia Bible ERV 2004 (ପବିତ୍ର ବାଇବଲ)
କନନିୟ ଯି‌ଷ୍‌ହରୀୟଙ୍କ ପରିବାରରୁ ଆସିଥିଲେ। କନନିୟ ଓ ତାଙ୍କର ପୁତ୍ରମାନଙ୍କର ମନ୍ଦିର ବାହାରରେ କାର୍ଯ୍ୟ କରିବାର ଦାୟିତ୍ୱ ଥିଲା। ସେମାନେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ପୋଲିସ ଓ ବିଗ୍ଭରକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯିଷ୍‍ହରୀୟମାନଙ୍କ ମଧ୍ୟରୁ କନନୀୟ ଓ ତାହାର ପୁତ୍ରଗଣ ବାହାର କାର୍ଯ୍ୟ ନିମନ୍ତେ ଇସ୍ରାଏଲ ଉପରେ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ହେଲେ।
Odia IRV 2017 (ଓଡିଆ ବାଇବେଲ)
ଯିଷ୍‍ହରୀୟମାନଙ୍କ ମଧ୍ୟରୁ କନନୀୟ ଓ ତାହାର ପୁତ୍ରଗଣ ବାହାର କାର୍ଯ୍ୟ ନିମନ୍ତେ ଇସ୍ରାଏଲ ଉପରେ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ହେଲେ।