1 Chronicles 26:30 — Compare Translations
5 translations compared side by side
Odia - 1840
"ହିବ୍ରୋଣଙ୍କର ପରିବାରରୁ ହଷବିଯ ଓ ତାଙ୍କର ଆତ୍ମୀଯମାନେ ସଦାପ୍ରଭୁଙ୍କର ସମସ୍ତ କାର୍ୟ୍ଯ ଓ ୟର୍ଦ୍ଦନ ନଦୀର ପଶ୍ଚିମ ରେ ଥିବା ରାଜାଙ୍କର ବ୍ଯବସାଯ ଦାଯିତ୍ବ ରେ ଥିଲେ। ହଷବିଯଙ୍କ ଦଳ ରେ 1,700 ଜଣ ପରାକ୍ରମୀ ବ୍ଯକ୍ତି ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହିବ୍ରୋଣୀୟମାନଙ୍କ ମଧ୍ୟରୁ ହିଷ୍ବୀୟ ଓ ତାହାର ଭ୍ରାତୃଗଣ ଏକ ସହସ୍ର ସାତ ଶହ ବିକ୍ରମୀ ପୁରୁଷ ସଦାପ୍ରଭୁଙ୍କର ସକଳ କାର୍ଯ୍ୟ ଓ ରାଜସେବା ନିମନ୍ତେ ଯର୍ଦ୍ଦନ ସେପାରି ପଶ୍ଚିମଦିଗରେ ଇସ୍ରାଏଲର ତତ୍ତ୍ଵାବଧାରକ ଥିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ହିବ୍ରୋଣଙ୍କର ପରିବାରରୁ ହଷବିୟ ଓ ତାଙ୍କର ଆତ୍ମୀୟମାନେ ସଦାପ୍ରଭୁଙ୍କର ସମସ୍ତ କାର୍ଯ୍ୟ ଓ ଯର୍ଦ୍ଦନ ନଦୀର ପଶ୍ଚିମରେ ଥିବା ରାଜାଙ୍କର ବ୍ୟବସାୟ ଦାୟିତ୍ୱରେ ଥିଲେ। ହଷବିୟଙ୍କ ଦଳରେ 1700 ଜଣ ପରାକ୍ରମୀ ବ୍ୟକ୍ତି ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହିବ୍ରୋଣୀୟମାନଙ୍କ ମଧ୍ୟରୁ ହଶବୀୟ ଓ ତାହାର ଭ୍ରାତୃଗଣ ଏକ ସହସ୍ର ସାତ ଶହ ବିକ୍ରମୀ ପୁରୁଷ ସଦାପ୍ରଭୁଙ୍କର ସକଳ କାର୍ଯ୍ୟ ଓ ରାଜସେବା ନିମନ୍ତେ ଯର୍ଦ୍ଦନ ସେପାରି ପଶ୍ଚିମ ଦିଗରେ ଇସ୍ରାଏଲର ତତ୍ତ୍ୱାବଧାରକ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ହିବ୍ରୋଣୀୟମାନଙ୍କ ମଧ୍ୟରୁ ହଶବୀୟ ଓ ତାହାର ଭ୍ରାତୃଗଣ ଏକ ସହସ୍ର ସାତ ଶହ ବିକ୍ରମୀ ପୁରୁଷ ସଦାପ୍ରଭୁଙ୍କର ସକଳ କାର୍ଯ୍ୟ ଓ ରାଜସେବା ନିମନ୍ତେ ଯର୍ଦ୍ଦନ ସେପାରି ପଶ୍ଚିମ ଦିଗରେ ଇସ୍ରାଏଲର ତତ୍ତ୍ୱାବଧାରକ ଥିଲେ।