1 Chronicles 26:8 — Compare Translations

5 translations compared side by side

Odia - 1840
"ଏହି ସମସ୍ତ ବ୍ଯକ୍ତିଗଣ ଓବେଦ୍-ଇଦୋମଙ୍କର ବଂଶଧର ଥିଲେ। ସହେି ବ୍ଯକ୍ତିଗଣ ଓ ସମାନଙ୍କେର ପୁତ୍ରଗଣ ଓ ଆତ୍ମୀଯମାନେ ମହାପରାକ୍ରମୀ ଥିଲେ। ସମାନେେ ଅତ୍ଯୁତ୍ତମ ପ୍ରହରୀଗଣ ଥିଲେ। ଓବେଦ୍-ଇଦୋମଙ୍କର ବାଷଠି ଜଣ ବଂଶଧର ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏସମସ୍ତେ ଓବେଦ୍-ଇଦୋମ୍ର ସନ୍ତାନ, ଏମାନେ ଓ ଏମାନଙ୍କ ପୁତ୍ର ଓ ଭ୍ରାତୃଗଣ ସେବାକାର୍ଯ୍ୟାର୍ଥକ ବଳରେ ବଳବାନ ଥିଲେ; ଓବେଦ୍-ଇଦୋମ୍ ବଂଶଜାତ ବାଷଠି ଜଣ ।
Odia Bible ERV 2004 (ପବିତ୍ର ବାଇବଲ)
ଏହି ସମସ୍ତ ବ୍ୟକ୍ତିଗଣ ଓବେଦ୍-ଇଦୋମଙ୍କର ବଂଶଧର ଥିଲେ। ସେହି ବ୍ୟକ୍ତିଗଣ ଓ ସେମାନଙ୍କର ପୁତ୍ରଗଣ ଓ ଆତ୍ମୀୟମାନେ ମହାପରାକ୍ରମୀ ଥିଲେ। ସେମାନେ ଅତ୍ୟୁତ୍ତମ ପ୍ରହରୀଗଣ ଥିଲେ। ଓବେଦ୍-ଇଦୋମଙ୍କର ବାଷଠି ଜଣ ବଂଶଧର ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏସମସ୍ତେ ଓବେଦ୍‍-ଇଦୋମର ସନ୍ତାନ, ଏମାନେ ଓ ଏମାନଙ୍କ ପୁତ୍ର ଓ ଭ୍ରାତୃଗଣ ସେବାକାର୍ଯ୍ୟାର୍ଥକ ବଳରେ ବଳବାନ ଥିଲେ; ଓବେଦ୍‍-ଇଦୋମ ବଂଶଜାତ ବାଷଠି ଜଣ।
Odia IRV 2017 (ଓଡିଆ ବାଇବେଲ)
ଏସମସ୍ତେ ଓବେଦ୍‍-ଇଦୋମର ସନ୍ତାନ, ଏମାନେ ଓ ଏମାନଙ୍କ ପୁତ୍ର ଓ ଭ୍ରାତୃଗଣ ସେବାକାର୍ଯ୍ୟାର୍ଥକ ବଳରେ ବଳବାନ ଥିଲେ; ଓବେଦ୍‍-ଇଦୋମ ବଂଶଜାତ ବାଷଠି ଜଣ।