1 Chronicles 27:14 — Compare Translations

5 translations compared side by side

Odia - 1840
"ବନାଯ ଏକାଦଶତମ ସନୋଧ୍ଯକ୍ଷ ଥିଲେ। ବନାଯ ଏକାଦଶ ମାସର ସନୋଧ୍ଯକ୍ଷ ଥିଲେ। ବନାଯ ପିରିଯାଥୋରୁ ଆସିଥିଲେ। ବନାଯ ଇଫ୍ରଯିମ ପରିବାରବର୍ଗରୁ ଆସିଥିଲେ। ବନାଯଙ୍କ ଦଳ ରେ 24,000 ଲୋକ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏକାଦଶ ମାସ ନିମନ୍ତେ ଏକାଦଶ ସେନାପତି ଇଫ୍ରୟିମ-ବଂଶଜାତ ପିରୀୟାଥୋନୀୟ ବନାୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ବନାୟ ଏକାଦଶତମ ସେନାଧ୍ୟକ୍ଷ ଥିଲେ। ବନାୟ ଏକାଦଶ ମାସର ସେନାଧ୍ୟକ୍ଷ ଥିଲେ। ବନାୟ ପିରିୟାଥୋରୁ ଆସିଥିଲେ। ବନାୟ ଇଫ୍ରୟିମ ପରିବାରବର୍ଗରୁ ଆସିଥିଲେ। ବନାୟଙ୍କ ଦଳରେ 24,000 ଲୋକ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏକାଦଶ ମାସ ନିମନ୍ତେ ଏକାଦଶ ସେନାପତି ଇଫ୍ରୟିମ-ବଂଶଜାତ ପିରୀୟାଥୋନୀୟ ବନାୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ଏକାଦଶ ମାସ ନିମନ୍ତେ ଏକାଦଶ ସେନାପତି ଇଫ୍ରୟିମ-ବଂଶଜାତ ପିରୀୟାଥୋନୀୟ ବନାୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।