1 Chronicles 27:15 — Compare Translations
5 translations compared side by side
Odia - 1840
"ହିଲଦଯ ଦ୍ବାଦଶତମ ସନୋଧ୍ଯକ୍ଷ ଥିଲେ। ହିଲଦଯ ଦ୍ବାଦଶ ମାସର ସନୋଧ୍ଯକ୍ଷ ଥିଲେ। ହିଲଦଯ ନଟୋଫାରୁ ଆସିଥିଲେ। ହିଲଦଯ ଅବନୀଯଲେ ପରିବାରରୁ ଆସିଥିଲେ। ହିଲଦଯଙ୍କ ଦଳ ରେ 24,000 ଲୋକ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦ୍ଵାଦଶ ମାସ ନିମନ୍ତେ ଦ୍ଵାଦଶ ସେନାପତି ଅତ୍ନୀୟେଲ-ବଂଶଜାତ ନଟୋଫାତୀୟ ହିଲ୍ଦୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ହିଲ୍ଦୟ ଦ୍ୱାଦଶତମ ସେନାଧ୍ୟକ୍ଷ ଥିଲେ। ହିଲ୍ଦୟ ଦ୍ୱାଦଶ ମାସର ସେନାଧ୍ୟକ୍ଷ ଥିଲେ। ହିଲ୍ଦୟ ନଟୋଫାରୁ ଆସିଥିଲେ। ହିଲ୍ଦୟ ଅବନୀୟେଲ ପରିବାରରୁ ଆସିଥିଲେ। ହିଲ୍ଦୟଙ୍କ ଦଳରେ 24,000 ଲୋକ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦ୍ୱାଦଶ ମାସ ନିମନ୍ତେ ଦ୍ୱାଦଶ ସେନାପତି ଅତ୍ନୀୟେଲ-ବଂଶଜାତ ନଟୋଫାତୀୟ ହିଲ୍ଦୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ଦ୍ୱାଦଶ ମାସ ନିମନ୍ତେ ଦ୍ୱାଦଶ ସେନାପତି ଅତ୍ନୀୟେଲ-ବଂଶଜାତ ନଟୋଫାତୀୟ ହିଲ୍ଦୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।