1 Chronicles 27:18 — Compare Translations
5 translations compared side by side
Odia - 1840
"ଯିହୁଦା: ଇଲୀହୂ (ଇଲୀହୂ, ଦାଉଦଙ୍କର ଭ୍ରାତାମାନଙ୍କ ମଧ୍ଯରୁ ଜଣେ ଥିଲେ।)"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯିହୁଦା-ବଂଶ ମଧ୍ୟରେ ଦାଉଦଙ୍କର ଜଣେ ଭ୍ରାତା ଇଲୀହୂ; ଇଷାଖର-ବଂଶ ମଧ୍ୟରେ ମୀଖାୟେଲର ପୁତ୍ର ଅମ୍ରି ।
Odia Bible ERV 2004 (ପବିତ୍ର ବାଇବଲ)
ଯିହୁଦା: ଇଲୀହୂ (ଇଲୀହୂ, ଦାଉଦଙ୍କର ଭ୍ରାତାମାନଙ୍କ ମଧ୍ୟରୁ ଜଣେ ଥିଲେ।) ଇଷାଖର: ମୀଖାୟେଲଙ୍କ ପୁତ୍ର ଅମ୍ରି;
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯିହୁଦା ବଂଶ ମଧ୍ୟରେ ଦାଉଦଙ୍କର ଜଣେ ଭ୍ରାତା ଇଲୀହୂ; ଇଷାଖର ବଂଶ ମଧ୍ୟରେ ମୀଖାୟେଲର ପୁତ୍ର ଅମ୍ରି।
Odia IRV 2017 (ଓଡିଆ ବାଇବେଲ)
ଯିହୁଦା-ବଂଶ ମଧ୍ୟରେ ଦାଉଦଙ୍କର ଜଣେ ଭ୍ରାତା ଇଲୀହୂ; ଇଷାଖର-ବଂଶ ମଧ୍ୟରେ ମୀଖାୟେଲର ପୁତ୍ର ଅମ୍ରି।