1 Chronicles 27:21 — Compare Translations
5 translations compared side by side
Odia - 1840
"ପୂର୍ବ ମନଃଶିର: ୟିଖରିଯଙ୍କ ପୁତ୍ର ୟିଦ୍ଦୋ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଗିଲୀୟଦସ୍ଥ ମନଃଶିର ଅର୍ଦ୍ଧବଂଶ ମଧ୍ୟରେ ଜିଖରୀୟର ପୁତ୍ର ଯିଦ୍ଦୋ; ବିନ୍ୟାମୀନ୍-ବଂଶ ମଧ୍ୟରେ ଅବ୍ନରର ପୁତ୍ର ଯାସୀୟେଲ ।
Odia Bible ERV 2004 (ପବିତ୍ର ବାଇବଲ)
ପୂର୍ବ ମନଃଶିର: ଯିଖରିୟଙ୍କ ପୁତ୍ର ଯିଦ୍ଦୋ; ବିନ୍ୟାମୀନ: ଅବ୍ନରଙ୍କ ପୁତ୍ର ଯାସୀୟେଲ;
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଗିଲୀୟଦସ୍ଥ ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ଜିଖରୀୟର ପୁତ୍ର ଇଦ୍ଦୋ; ବିନ୍ୟାମୀନ୍ ବଂଶ ମଧ୍ୟରେ ଅବ୍ନରର ପୁତ୍ର ଯାସୀୟେଲ୍।
Odia IRV 2017 (ଓଡିଆ ବାଇବେଲ)
ଗିଲୀୟଦସ୍ଥ ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ଜିଖରୀୟର ପୁତ୍ର ଇଦ୍ଦୋ; ବିନ୍ୟାମୀନ୍-ବଂଶ ମଧ୍ୟରେ ଅବ୍ନରର ପୁତ୍ର ଯାସୀୟେଲ୍।