1 Chronicles 27:25 — Compare Translations

5 translations compared side by side

Odia - 1840
"ରାଜାଙ୍କ ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାଯିତ୍ବ ରେ ଥିବା ଲୋକମାନଙ୍କର ତାଲିକା ଏହି:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଅଦୀୟେଲର ପୁତ୍ର ଅସ୍ମାବତ୍ ରାଜାଙ୍କ କୋଷାଧ୍ୟକ୍ଷ, ପୁଣି ଉଷୀୟର ପୁତ୍ର ଯୋନାଥନ କ୍ଷେତ୍ର, ନଗର ଓ ଗ୍ରାମ ଓ ଦୁର୍ଗସ୍ଥିତ ଭଣ୍ତାରସବୁର ଅଧ୍ୟକ୍ଷ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ରାଜାଙ୍କର କାର୍ଯ୍ୟନିର୍ବାହକଗଣ ରାଜାଙ୍କ ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଲୋକମାନଙ୍କର ତାଲିକା ଏହି: ଅଦୀୟେଲଙ୍କ ପୁତ୍ର ଅସମାବତ ରାଜାଙ୍କ ଭଣ୍ଡାରଘର ଦାୟିତ୍ୱରେ ଥିଲେ। ଉଷିୟଙ୍କ ପୁତ୍ର ଯୋନାଥନ କ୍ଷୁଦ୍ର ସହର, ଗ୍ରାମ, କ୍ଷେତ ଓ ଦୁର୍ଗମାନଙ୍କରେ ଥିବା ଭଣ୍ଡାରଘର ଗୁଡ଼ିକର ଦାୟିତ୍ୱରେ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଅଦୀୟେଲର ପୁତ୍ର ଅସ୍ମାବତ୍‍ ରାଜାଙ୍କ କୋଷାଧ୍ୟକ୍ଷ, ପୁଣି, ଉଷୀୟର ପୁତ୍ର ଯୋନାଥନ କ୍ଷେତ୍ର, ନଗର ଓ ଗ୍ରାମ ଓ ଦୁର୍ଗସ୍ଥିତ ଭଣ୍ଡାରସବୁର ଅଧ୍ୟକ୍ଷ ଥିଲା।
Odia IRV 2017 (ଓଡିଆ ବାଇବେଲ)
ଆଉ, ଅଦୀୟେଲର ପୁତ୍ର ଅସ୍ମାବତ୍‍ ରାଜାଙ୍କ କୋଷାଧ୍ୟକ୍ଷ, ପୁଣି, ଉଷୀୟର ପୁତ୍ର ଯୋନାଥନ କ୍ଷେତ୍ର, ନଗର ଓ ଗ୍ରାମ ଓ ଦୁର୍ଗସ୍ଥିତ ଭଣ୍ଡାରସବୁର ଅଧ୍ୟକ୍ଷ ଥିଲା।