1 Chronicles 27:28 — Compare Translations

5 translations compared side by side

Odia - 1840
"ଗାଦରେୀଯର ବାଲ୍ହନନ୍ ପଶ୍ଚିମସ୍ଥ ପାର୍ବତ୍ଯମଯ ଦେଶ ରେ ଥିବା ଅଲିଭ୍ ବୃକ୍ଷ ଓ ଡ଼ିମ୍ବିରି ଜାତୀଯ ବୃକ୍ଷ ସବୁର ଦାଯିତ୍ବ ରେ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଗାଦେରୀୟ ବାଲ୍ହାନନ୍ ତଳଭୂମିସ୍ଥିତ ଜୀତବୃକ୍ଷ ଓ ଡିମିରିବୃକ୍ଷସବୁର ଅଧ୍ୟକ୍ଷ ଓ ଯୋୟାଶ୍ ତୈଳ-ଭଣ୍ତାରର ଅଧ୍ୟକ୍ଷ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଗାଦେରୀୟର ବା‌ଲ୍‌ହନନ୍ ପଶ୍ଚିମସ୍ଥ ପାର୍ବତ୍ୟମୟ ଦେଶରେ ଥିବା ଅଲିଭ୍ ବୃକ୍ଷ ଓ ଡିମ୍ବିରି ଜାତୀୟ ବୃକ୍ଷ ସବୁର ଦାୟିତ୍ୱରେ ଥିଲେ। ଯୋୟାଶ ଅଲିଭ ତୈଳରୁ ସଞ୍ଚୟ କରି ରଖିବା ଦାୟିତ୍ୱରେ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଗାଦେରୀୟ ବାଲ୍‍ହାନନ୍‍ ତଳଭୂମିସ୍ଥିତ ଜୀତବୃକ୍ଷ ଓ ଡିମ୍ବିରି ବୃକ୍ଷସବୁର ଅଧ୍ୟକ୍ଷ ଓ ଯୋୟାଶ୍‍ ତୈଳ-ଭଣ୍ଡାରର ଅଧ୍ୟକ୍ଷ ଥିଲା।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଗାଦେରୀୟ ବାଲ୍‍ହାନନ୍‍ ତଳଭୂମିସ୍ଥିତ ଜୀତବୃକ୍ଷ ଓ ଡିମ୍ବିରି ବୃକ୍ଷସବୁର ଅଧ୍ୟକ୍ଷ ଓ ଯୋୟାଶ୍‍ ତୈଳ-ଭଣ୍ଡାରର ଅଧ୍ୟକ୍ଷ ଥିଲା।