1 Chronicles 27:3 — Compare Translations
5 translations compared side by side
Odia - 1840
"ୟାଶବିଯାମ ପରେସଙ୍କ ପରିବାରର ଜଣେ ଥିଲେ। ୟାରବିଯାମ ପ୍ରଥମ ମାସ ନିମନ୍ତେ ସମସ୍ତ ସନୋଧ୍ଯକ୍ଷମାନଙ୍କର ନେତା ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ପେରସ ବଂଶୀୟ ଲୋକ, ପ୍ରଥମ ମାସ ପାଇଁ ନିଯୁକ୍ତ ସକଳ ସେନାପତିଙ୍କ ଉପରେ ପ୍ରଧାନ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଯାଶ୍ବିୟାମ ପେରସଙ୍କ ପରିବାରର ଜଣେ ଥିଲେ। ଯାଶ୍ବିୟାମ ପ୍ରଥମ ମାସ ନିମନ୍ତେ ସମସ୍ତ ସେନାଧ୍ୟକ୍ଷମାନଙ୍କର ନେତା ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ପେରସ ବଂଶୀୟ ଲୋକ, ପ୍ରଥମ ମାସ ପାଇଁ ନିଯୁକ୍ତ ସକଳ ସେନାପତିଙ୍କ ଉପରେ ପ୍ରଧାନ ଥିଲା।
Odia IRV 2017 (ଓଡିଆ ବାଇବେଲ)
ସେ ପେରସ ବଂଶୀୟ ଲୋକ, ପ୍ରଥମ ମାସ ପାଇଁ ନିଯୁକ୍ତ ସକଳ ସେନାପତିଙ୍କ ଉପରେ ପ୍ରଧାନ ଥିଲା।
Recommended Reading