1 Chronicles 27:31 — Compare Translations
5 translations compared side by side
Odia - 1840
"ହାଗରୀଯ ୟାସୀଷ୍ ମଷେମାନଙ୍କର ଦାଯିତ୍ବ ରେ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହାଗରୀୟ ଯାଷୀଷ୍ ସବୁ ମେଷପଲର ଅଧ୍ୟକ୍ଷ ଥିଲା; ଏସମସ୍ତେ ଦାଉଦ ରାଜାଙ୍କର ସମ୍ପତ୍ତିର ଅଧ୍ୟକ୍ଷ ଥିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ହାଗରୀୟ ଯାସୀଷ୍ ମେଷମାନଙ୍କର ଦାୟିତ୍ୱରେ ଥିଲେ। ଏହି ସମସ୍ତ ବ୍ୟକ୍ତି ରାଜା ଦାଉଦଙ୍କର ସମ୍ପତ୍ତିର ଦାୟିତ୍ୱରେ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହାଗରୀୟ ଯାଷୀଷ୍ ସବୁ ମେଷପଲର ଅଧ୍ୟକ୍ଷ ଥିଲା; ଏସମସ୍ତେ ଦାଉଦ ରାଜାଙ୍କର ସମ୍ପତ୍ତିର ଅଧ୍ୟକ୍ଷ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ହାଗରୀୟ ଯାଷୀଷ୍ ସବୁ ମେଷପଲର ଅଧ୍ୟକ୍ଷ ଥିଲା; ଏସମସ୍ତେ ଦାଉଦ ରାଜାଙ୍କର ସମ୍ପତ୍ତିର ଅଧ୍ୟକ୍ଷ ଥିଲେ।