1 Chronicles 27:8 — Compare Translations
5 translations compared side by side
Odia - 1840
"ୟିଷ୍ରାହୀଯର ପଞ୍ଚମ ମାସ ପାଇଁ ପଞ୍ଚମ ସନୋଧ୍ଯକ୍ଷ ଶମ୍ମୋତ ରେ ଥିଲେ। ତାଙ୍କ ଦଳ ରେ 24,000 ଲୋକ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପଞ୍ଚମ ମାସ ନିମନ୍ତେ ପଞ୍ଚମ ସେନାପତି ଯିଷ୍ରାହୀୟ ଶମ୍ମୋତ୍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଯିଷ୍ରାହୀୟର ପଞ୍ଚମ ମାସ ପାଇଁ ପଞ୍ଚମ ସେନାଧ୍ୟକ୍ଷ ଶମ୍ମୋତ୍ରେ ଥିଲେ। ତାଙ୍କ ଦଳରେ 24,000 ଲୋକ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପଞ୍ଚମ ମାସ ନିମନ୍ତେ ପଞ୍ଚମ ସେନାପତି ଯିଷ୍ରାହୀୟ ଶମ୍ମୋତ୍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ପଞ୍ଚମ ମାସ ନିମନ୍ତେ ପଞ୍ଚମ ସେନାପତି ଯିଷ୍ରାହୀୟ ଶମ୍ମୋତ୍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।