1 Chronicles 27:9 — Compare Translations

5 translations compared side by side

Odia - 1840
"ଇରା ଷଷ୍ଠ ମାସ ରେ ସନୋଧ୍ଯକ୍ଷ ଥିଲେ। ଇରା ଇକ୍କେଶଙ୍କ ପୁତ୍ର ଥିଲେ। ଇକ୍କେଶ ତକ୍କୋଯୀଯ ସହର ନିବାସୀ ଥିଲେ। ଇରାଙ୍କ ଦଳ ରେ 24,000 ଲୋକ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଷଷ୍ଠ ମାସ ନିମନ୍ତେ ଷଷ୍ଠ ସେନାପତି ତକୋୟୀୟ ଇକ୍କେଶର ପୁତ୍ର ଇରା ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଇରା ଷଷ୍ଠ ମାସରେ ସେନାଧ୍ୟକ୍ଷ ଥିଲେ। ଇରା ଇ‌କ୍‌କେଶଙ୍କ ପୁତ୍ର ଥିଲେ। ଇ‌କ୍‌କେଶ ତ‌କ୍‌କୋୟୀୟ ସହର ନିବାସୀ ଥିଲେ। ଇରାଙ୍କ ଦଳରେ 24,000 ଲୋକ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଷଷ୍ଠ ମାସ ନିମନ୍ତେ ଷଷ୍ଠ ସେନାପତି ତକୋୟୀୟ ଇକ୍‍କେଶର ପୁତ୍ର ଈରା ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ଷଷ୍ଠ ମାସ ନିମନ୍ତେ ଷଷ୍ଠ ସେନାପତି ତକୋୟୀୟ ଇକ୍‍କେଶର ପୁତ୍ର ଈରା ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।