1 Chronicles 3:12 — Compare Translations

5 translations compared side by side

Odia - 1840
"ୟୋଯାଶଙ୍କ ପୁତ୍ର ଥିଲେ ଅମତ୍ସିଯ। ଅମତ୍ସିଯଙ୍କ ପୁତ୍ର ଥିଲେ ଅସରିଯ। ଅସରିଯଙ୍କ ପୁତ୍ର ଥିଲେ ଯୋଥମ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାର ପୁତ୍ର ଅମତ୍ସୀୟ, ତାହାର ପୁତ୍ର ଅସରୀୟ, ତାହାର ପୁତ୍ର ଯୋଥମ୍;
Odia Bible ERV 2004 (ପବିତ୍ର ବାଇବଲ)
ଯୋୟାଶଙ୍କ ପୁତ୍ର ଥିଲେ ଅମତ୍‌ସିୟ। ଅମତ୍‌ସିୟଙ୍କ ପୁତ୍ର ଥିଲେ ଅସରିୟ। ଅସରିୟଙ୍କ ପୁତ୍ର ଥିଲେ ଯୋଥମ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାର ପୁତ୍ର ଅମତ୍‍ସୀୟ, ତାହାର ପୁତ୍ର ଅସରୀୟ, ତାହାର ପୁତ୍ର ଯୋଥମ୍‍;
Odia IRV 2017 (ଓଡିଆ ବାଇବେଲ)
ତାହାର ପୁତ୍ର ଅମତ୍‍ସୀୟ, ତାହାର ପୁତ୍ର ଅସରୀୟ, ତାହାର ପୁତ୍ର ଯୋଥମ୍‍;