1 Chronicles 3:17 — Compare Translations
5 translations compared side by side
Odia - 1840
"ୟିକନିଯ ବାବିଲୋନ୍ ରେ ବନ୍ଦୀ ହାଇେ ୟିବା ପରେ, ୟିକନିଯଙ୍କର ସନ୍ତାନମାନଙ୍କର ତାଲିକା। ତାଙ୍କର ସନ୍ତାନମାନେ ଥିଲେ; ଶଲ୍ଟୀଯେଲ୍,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବନ୍ଦୀ ଯିକନୀୟର ସନ୍ତାନଗଣ;
Odia Bible ERV 2004 (ପବିତ୍ର ବାଇବଲ)
ବାବିଲୋନ୍ ଯିହୁଦାକୁ ପରାସ୍ତ କରିବା ପରେ ଦାଉଦଙ୍କର ପରିବାରବର୍ଗ ଯିକନିୟ ବାବିଲୋନ୍ରେ ବନ୍ଦୀ ହୋଇ ଯିବା ପରେ, ଯିକନିୟଙ୍କର ସନ୍ତାନମାନଙ୍କର ତାଲିକା। ତାଙ୍କର ସନ୍ତାନମାନେ ଥିଲେ; ଶଲ୍ଟୀୟେଲ୍,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବନ୍ଦୀ ଯିକନୀୟର ସନ୍ତାନଗଣ;
Odia IRV 2017 (ଓଡିଆ ବାଇବେଲ)
ବନ୍ଦୀ ଯିକନୀୟର ସନ୍ତାନଗଣ;