1 Chronicles 3:22 — Compare Translations

5 translations compared side by side

Odia - 1840
"ଶଖନିଯରଙ୍କର ବଂଶଧରମାନଙ୍କର ତାଲିକା ଏହି:ଶମଯିଯ। ଶମଯିଯଙ୍କର ଛଅ ପୁତ୍ର ଥିଲେ: ହଟୂଶ୍, ୟିଗାଲ, ବାରୀହ, ନିଯରିଯ, ଶମାେଯିହ ଓ ଶାଫଟ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶଖନୀୟର ପୁତ୍ରଗଣ; ଶମୟୀୟ; ଶମୟୀୟର ପୁତ୍ରଗଣ; ହଟୂଶ, ଯିଗାଲ ଓ ବାରୀହ ଓ ନିୟରୀୟ ଓ ଶାଫଟ୍, ଛଅ ଜଣ ।
Odia Bible ERV 2004 (ପବିତ୍ର ବାଇବଲ)
ଶଖନିୟରଙ୍କର ବଂଶଧରମାନଙ୍କର ତାଲିକା ଏହି:ଶମୟିୟ। ଶମୟିୟଙ୍କର ଛଅ ପୁତ୍ର ଥିଲେ: ହଟୂଶ୍, ଯିଗାଲ, ବାରୀହ, ନିୟରିୟ, ଶେମାଯିହ ଓ ଶାଫଟ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶଖନୀୟର ପୁତ୍ରଗଣ; ଶମୟୀୟ; ଶମୟୀୟର ପୁତ୍ରଗଣ; ହଟୂଶ୍‍, ଯିଗାଲ, ବାରୀହ, ନିୟରୀୟ ଓ ଶାଫଟ୍‍, ଛଅ ଜଣ।
Odia IRV 2017 (ଓଡିଆ ବାଇବେଲ)
ଶଖନୀୟର ପୁତ୍ରଗଣ; ଶମୟୀୟ; ଶମୟୀୟର ପୁତ୍ରଗଣ; ହଟୂଶ୍‍, ଯିଗାଲ, ବାରୀହ, ନିୟରୀୟ ଓ ଶାଫଟ୍‍, ଛଅ ଜଣ।