1 Chronicles 4:1 — Compare Translations

5 translations compared side by side

Odia - 1840
"ଯିହୁଦାଙ୍କର ପୁତ୍ରଗଣଙ୍କ ତାଲିକା ଏହିପରି ଅଟେ। ସମାନେେ ଥିଲେ ପରେସ, ହିଷ୍ରୋଣ, କର୍ମି, ହୂର ଓ ଶାେବଲ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯିହୁଦାର ସନ୍ତାନଗଣ; ପେରସ୍, ହିଷ୍ରୋଣ ଓ କର୍ମି ଓ ହୂର ଓ ଶୋବଲ ।
Odia Bible ERV 2004 (ପବିତ୍ର ବାଇବଲ)
ଯିହୁଦାର ଅନ୍ୟାନ୍ୟ ପରିବାରବର୍ଗ ଯିହୁଦାଙ୍କର ପୁତ୍ରଗଣଙ୍କ ତାଲିକା ଏହିପରି ଅଟେ। ସେମାନେ ଥିଲେ ପେରସ, ହିଷ୍ରୋଣ, କର୍ମି, ହୂର ଓ ଶୋବଲ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯିହୁଦାର ସନ୍ତାନଗଣ ପେରସ, ହିଷ୍ରୋଣ, କର୍ମି, ହୂର ଓ ଶୋବଲ୍‍।
Odia IRV 2017 (ଓଡିଆ ବାଇବେଲ)
ଯିହୁଦାର ସନ୍ତାନଗଣ ପେରସ, ହିଷ୍ରୋଣ, କର୍ମି, ହୂର ଓ ଶୋବଲ୍‍।