1 Chronicles 4:12 — Compare Translations
5 translations compared side by side
Odia - 1840
"ଇଷ୍ଟୋନ ବୈଥ୍ରାଫା, ପା ସହେ ଓ ତହିନ୍ନଙ୍କର ପିତା ଥିଲେ। ତହିନ୍ନ ଈର, ନାହସ୍ଙ୍କର ପିତା ଥିଲେ। ଏହି ବ୍ଯକ୍ତିଗଣ ରକୋ ନିବାସୀ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଇଷ୍ଟୋନ୍ ବୈଥ୍ରାଫା ଓ ପାସେହକୁ, ଆଉ ଈରନାହସର ପିତା ତହିନ୍ନକୁ ଜାତ କଲା । ଏମାନେ ରେକାର ଲୋକ ।
Odia Bible ERV 2004 (ପବିତ୍ର ବାଇବଲ)
ଇଷ୍ଟୋନ ବୈଥ୍ରାଫା, ପାସେହ ଓ ତହିନ୍ନଙ୍କର ପିତା ଥିଲେ। ତହିନ୍ନ ଈର, ନାହସଙ୍କର ପିତା ଥିଲେ। ଏହି ବ୍ୟକ୍ତିଗଣ ରେକା ନିବାସୀ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଇଷ୍ଟୋନ୍ ବେଥ୍-ରାଫା ଓ ପାସେହକୁ, ଆଉ ଈରନାହସର ପିତା ତହିନ୍ନକୁ ଜାତ କଲା। ଏମାନେ ରେକାର ଲୋକ।
Odia IRV 2017 (ଓଡିଆ ବାଇବେଲ)
ଇଷ୍ଟୋନ୍ ବେଥ୍-ରାଫା ଓ ପାସେହକୁ, ଆଉ ଈରନାହସର ପିତା ତହିନ୍ନକୁ ଜାତ କଲା। ଏମାନେ ରେକାର ଲୋକ।