1 Chronicles 4:13 — Compare Translations

5 translations compared side by side

Odia - 1840
"କନହସଙ୍କର ପୁତ୍ରମାନେ ଥିଲେ ଅତ୍ନୀଯଲେ ଓ ସରାଯ, ଅତ୍ନୀଯଲଙ୍କେର ପୁତ୍ରମାନେ ଥିଲେ ହଥତ୍ ଓ ମିୟନୋଥୟ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କନସର ପୁତ୍ର ଅନିୀୟେଲ ଓ ସରାୟ; ଅନିୀୟେଲର ପୁତ୍ରମାନେ; ହଥତ୍ ।
Odia Bible ERV 2004 (ପବିତ୍ର ବାଇବଲ)
କନସଙ୍କର ପୁତ୍ରମାନେ ଥିଲେ ଅତ୍ନୀୟେଲ ଓ ସରାୟ, ଅତ୍ନୀୟେଲଙ୍କର ପୁତ୍ରମାନେ ଥିଲେ ହଥତ୍ ଓ ମିୟୋନୋଥୟ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କନସର ପୁତ୍ର ଅତ୍ନୀୟେଲର ଓ ସରାୟ; ଅତ୍ନୀୟେଲର ପୁତ୍ରମାନେ; ହଥତ୍‍।
Odia IRV 2017 (ଓଡିଆ ବାଇବେଲ)
କନସର ପୁତ୍ର ଅତ୍ନୀୟେଲର ଓ ସରାୟ; ଅତ୍ନୀୟେଲର ପୁତ୍ରମାନେ; ହଥତ୍‍।