1 Chronicles 4:16 — Compare Translations
5 translations compared side by side
Odia - 1840
"ୟିହଲିଲଙ୍କେର ପୁତ୍ରମାନେ ଥିଲେ ସୀଫ୍, ସୀଫା, ତୀରିଯ ଓ ଅସା ସେଲ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯିହଲିଲେର ପୁତ୍ରଗଣ; ସୀଫ୍ ଓ ସୀଫା ଓ ତୀରୀୟ ଓ ଅସାରେଲ ।
Odia Bible ERV 2004 (ପବିତ୍ର ବାଇବଲ)
ଯିହଲିଲେଙ୍କର ପୁତ୍ରମାନେ ଥିଲେ ସୀଫ୍, ସୀଫା, ତୀରିୟ ଓ ଅସାରେଲ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯିହଲିଲେର ପୁତ୍ରଗଣ; ସୀଫ୍, ସୀଫା, ତୀରିୟ ଓ ଅସାରେଲ।
Odia IRV 2017 (ଓଡିଆ ବାଇବେଲ)
ଯିହଲିଲେର ପୁତ୍ରଗଣ; ସୀଫ୍, ସୀଫା, ତୀରିୟ ଓ ଅସାରେଲ।