1 Chronicles 4:19 — Compare Translations
5 translations compared side by side
Odia - 1840
"ମରଦଙ୍କେର ସ୍ତ୍ରୀ ହାଦେିୟ ନହମଙ୍କର ଭଗିନୀ ଥିଲେ। ମରଦଙ୍କେ ସ୍ତ୍ରୀଙ୍କ ପୁତ୍ରମାନେ କିଯୀଲା ଓ ଇଷ୍ଟିମଯଙ୍କେ ପିତା ଥିଲେ। କିଯୀଲା ଗର୍ମୀଯ ଲୋକମାନଙ୍କ ମଧ୍ଯରୁ ଆସିଥିଲେ ଓ ଇଷ୍ଟିମାେଯ-ମାଖାତୀଯ ଲୋକମାନଙ୍କ ମଧ୍ଯରୁ ଆସିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ନହମର ଭଗିନୀ, ହୋଦୀୟର ଭାର୍ଯ୍ୟାର ସନ୍ତାନ ଗର୍ମୀୟ କିୟୀଲାର ପିତା ଓ ମାଖାତୀୟ ଇଷ୍ଟିମୋୟ ।
Odia Bible ERV 2004 (ପବିତ୍ର ବାଇବଲ)
ମେରଦଙ୍କର ସ୍ତ୍ରୀ ନହମଙ୍କର ଭଗିନୀ ଥିଲେ। ମେରଦଙ୍କ ସ୍ତ୍ରୀଙ୍କ ପୁତ୍ରମାନେ କିୟୀଲା ଓ ଇଷ୍ଟିମୋୟଙ୍କ ପିତା ଥିଲେ। କିୟୀଲା ଗର୍ମୀୟ ଲୋକମାନଙ୍କ ମଧ୍ୟରୁ ଆସିଥିଲେ ଓ ଇଷ୍ଟିମୋୟ-ମାଖାତୀୟ ଲୋକମାନଙ୍କ ମଧ୍ୟରୁ ଆସିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ନହମର ଭଗିନୀ, ହୋଦୀୟର ଭାର୍ଯ୍ୟାର ସନ୍ତାନ ଗର୍ମୀୟ କିୟୀଲାର ପିତା ଓ ମାଖାଥୀୟ ଇଷ୍ଟିମୋୟ।
Odia IRV 2017 (ଓଡିଆ ବାଇବେଲ)
ନହମର ଭଗିନୀ, ହୋଦୀୟର ଭାର୍ଯ୍ୟାର ସନ୍ତାନ ଗର୍ମୀୟ କିୟୀଲାର ପିତା ଓ ମାଖାଥୀୟ ଇଷ୍ଟିମୋୟ।