1 Chronicles 4:2 — Compare Translations
5 translations compared side by side
Odia - 1840
"ଶୋବଲ୍ଙ୍କର ପୁତ୍ର ଥିଲେ ରାଯା। ରାଯା ୟହତଙ୍କର ପିତା ଥିଲେ। ୟହତ ଅହୂମଯ ଓ ଲହଦଙ୍କର ପିତା ଥିଲେ। ଏମାନେ ସରିଯୀଯଙ୍କର ବଂଶଧର ଅଟନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଶୋବଲର ସନ୍ତାନ ରାୟା ଯହତ୍କୁ ଜାତ କଲା; ପୁଣି ଯହତ୍ ଅହୂମୟ ଓ ଲହଦକୁ ଜାତ କଲା । ଏମାନେ ସରିୟୀୟ ଗୋଷ୍ଠୀ ।
Odia Bible ERV 2004 (ପବିତ୍ର ବାଇବଲ)
ଶୋବଲ୍ଙ୍କର ପୁତ୍ର ଥିଲେ ରାୟା। ରାୟା ଯହତଙ୍କର ପିତା ଥିଲେ। ଯହତ୍ ଅହୂମୟ ଓ ଲହଦଙ୍କର ପିତା ଥିଲେ। ଏମାନେ ସରିୟୀୟଙ୍କର ବଂଶଧର ଅଟନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଶୋବଲ୍ର ସନ୍ତାନ ରାୟା ଯହତ୍କୁ ଜାତ କଲା; ପୁଣି, ଯହତ୍ ଅହୂମୟ ଓ ଲହଦକୁ ଜାତ କଲା। ଏମାନେ ସରାୟୀୟ ଗୋଷ୍ଠୀ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଶୋବଲ୍ର ସନ୍ତାନ ରାୟା ଯହତ୍କୁ ଜାତ କଲା; ପୁଣି, ଯହତ୍ ଅହୂମୟ ଓ ଲହଦକୁ ଜାତ କଲା। ଏମାନେ ସରାୟୀୟ ଗୋଷ୍ଠୀ।