1 Chronicles 4:3 — Compare Translations

5 translations compared side by side

Odia - 1840
"ଐଟମ୍ଙ୍କର ପୁତ୍ରମାନେ ଥିଲେ ୟିଷ୍ରିଯଲେ, ୟିଶ୍ମା ଓ ୟିଦ୍ବଶ। ଆଉ ସମାନଙ୍କେର ହତସଲିଲ-ପୋନୀ ନାମ୍ନୀ ଜଣେ ଭଉଣୀ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଐଟମ୍ର ପିତାର ସନ୍ତାନ ଯିଷ୍ରିୟେଲ ଓ ଯିଶ୍ମା ଓ ଯିଦ୍ବଶ; ଏମାନଙ୍କ ଭଗିନୀର ନାମ ହତ୍ସଲିଲ୍-ପୋନୀ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଐଟ‌‌ମଙ୍କର ପୁତ୍ରମାନେ ଥିଲେ ଯିଷ୍ରିୟେଲ, ଯିଶ୍ମା ଓ ଯି‌ଦ୍‌ବଶ। ଆଉ ସେମାନଙ୍କର ହତସଲିଲ-ପୋନୀ ନାମ୍ନୀ ଜଣେ ଭଉଣୀ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଐଟମ୍‍ର ପିତାର ସନ୍ତାନ ଯିଷ୍ରିୟେଲ ଓ ଯିଶ୍ମା ଓ ଯିଦ୍‍ବଶ; ଏମାନଙ୍କ ଭଗିନୀର ନାମ ହତ୍‍ସଲିଲ୍‍-ପୋନୀ ଥିଲା।
Odia IRV 2017 (ଓଡିଆ ବାଇବେଲ)
ଐଟମ୍‍ର ପିତାର ସନ୍ତାନ ଯିଷ୍ରିୟେଲ ଓ ଯିଶ୍ମା ଓ ଯିଦ୍‍ବଶ; ଏମାନଙ୍କ ଭଗିନୀର ନାମ ହତ୍‍ସଲିଲ୍‍-ପୋନୀ ଥିଲା।