1 Chronicles 4:31 — Compare Translations

5 translations compared side by side

Odia - 1840
"ବେଥମର୍କାବୋଦ, ହତସର, ସୂଷୀମ, ବୈଥବିରୀ ଓ ସାରଯିମ ରେ ବାସ କରୁଥିଲେ। ଦାଉଦ ରାଜା ହବୋ ପର୍ୟ୍ଯନ୍ତ ସମାନେେ ସହେିସବୁ ନଗର ରେ ବାସ କରୁଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଓ ବୈଥ୍ମର୍କାବୋଦରେ ଓ ହତ୍ସର୍-ସୂଷୀମ୍ରେ ଓ ବୈଥ୍ବିରୀରେ ଓ ସାରୟିମ୍ରେ ବାସ କଲେ । ଦାଉଦଙ୍କର ରାଜତ୍ଵ ପର୍ଯ୍ୟନ୍ତ ଏସବୁ ନଗର ସେମାନଙ୍କର ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ବେ‌ଥ୍‌କର୍ମାବୋଦ, ହତ୍‌ସର, ସୂଷୀମ, ବୈଥବିରୀ ଓ ସାରୟିମରେ ବାସ କରୁଥିଲେ। ଦାଉଦ ରାଜା ହେବା ପର୍ଯ୍ୟନ୍ତ ସେମାନେ ସେହିସବୁ ନଗରରେ ବାସ କରୁଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବେଥ୍-ମର୍କାବୋତ୍‍ରେ, ହତ୍‍ସର୍‍-ସୂଷୀମ୍‍ରେ, ବେଥ୍-ବିରୀରେ ଓ ଶାରୟିମ୍‍ରେ ବାସ କଲେ। ଦାଉଦଙ୍କର ରାଜତ୍ୱ ପର୍ଯ୍ୟନ୍ତ ଏସବୁ ନଗର ସେମାନଙ୍କର ଥିଲା।
Odia IRV 2017 (ଓଡିଆ ବାଇବେଲ)
ବେଥ୍-ମର୍କାବୋତ୍‍ରେ, ହତ୍‍ସର୍‍-ସୂଷୀମ୍‍ରେ, ବେଥ୍-ବିରୀରେ ଓ ଶାରୟିମ୍‍ରେ ବାସ କଲେ। ଦାଉଦଙ୍କର ରାଜତ୍ୱ ପର୍ଯ୍ୟନ୍ତ ଏସବୁ ନଗର ସେମାନଙ୍କର ଥିଲା।