1 Chronicles 4:32 — Compare Translations
5 translations compared side by side
Odia - 1840
"ଏହି ସହରଗୁଡ଼ିକ ନିକଟରେ ଥିବା ପାଞ୍ଚ ଗୋଟି ଗ୍ରାମର ନାମ ଥିଲା ଐଟମ, ଐନ୍, ରିମ୍ ନୋନ, ତୋଖନ୍େ ଓ ଆଶନ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଗ୍ରାମସୁଦ୍ଧା ଐଟମ୍ ଓ ଐନ୍, ରିମ୍ମୋନ୍ ଓ ତୋଖେନ୍ ଓ ଆଶନ୍, ଏହି ପାଞ୍ଚ ନଗର;
Odia Bible ERV 2004 (ପବିତ୍ର ବାଇବଲ)
ଏହି ସହରଗୁଡ଼ିକ ନିକଟରେ ଥିବା ପାଞ୍ଚ ଗୋଟି ଗ୍ରାମର ନାମ ଥିଲା ଐଟମ, ଐନ୍, ରିମ୍ମୋନ, ତୋଖେନ୍ ଓ ଆଶନ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଗ୍ରାମସୁଦ୍ଧା ଐଟମ୍, ଐନ୍, ରିମ୍ମୋନ୍, ତୋଖେନ୍ ଓ ଆଶନ୍, ଏହି ପାଞ୍ଚ ନଗର;
Odia IRV 2017 (ଓଡିଆ ବାଇବେଲ)
ଆଉ, ଗ୍ରାମସୁଦ୍ଧା ଐଟମ୍, ଐନ୍, ରିମ୍ମୋନ୍, ତୋଖେନ୍ ଓ ଆଶନ୍, ଏହି ପାଞ୍ଚ ନଗର;