1 Chronicles 4:34 — Compare Translations
5 translations compared side by side
Odia - 1840
"ଏହା ହେଉଛି ସମାନଙ୍କେ ପରିବାରବର୍ଗ ନେତାମାନଙ୍କର ତାଲିକା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ମଶୋବବ୍ ଓ ଯମ୍ଭେକ ଓ ଅମତ୍ସୀୟର ପୁତ୍ର ଯୋଶ
Odia Bible ERV 2004 (ପବିତ୍ର ବାଇବଲ)
ଏହା ହେଉଛି ସେମାନଙ୍କ ପରିବାରବର୍ଗର ନେତାମାନଙ୍କର ତାଲିକା। ସେମାନେ ଥିଲେ ମଶୋବବ୍, ଯମ୍ଲେକ୍, ଯୋଶ ଅମତ୍ସିୟରଙ୍କ ପୁତ୍ର ଯୋୟେଲ, ଯୋଶିବିୟଙ୍କ ପୁତ୍ର ଯେହୂ, ସରାୟଙ୍କ ପୁତ୍ର ଅଦୀୟେଲ୍, ଇଲିୟୋ-ଐନୟ, ଯାକୋବା, ଯିଶୋହାୟ, ଅସାୟ, ଅଦୀୟେଲ୍, ଯିଶୀମିୟେଲ, ବନାୟ ଓ ଶିଫୀଙ୍କ ପୁତ୍ର ସୀଷଃ। ଶିଫିୟି ଆଲ୍ଲୋନଙ୍କ ପୁତ୍ର ଓ ଆଲ୍ଲୋନ ଯିଦାୟଙ୍କ ପୁତ୍ର, ଯିଦାୟ ଶମୟିଙ୍କ ପୁତ୍ର ଓ ଶିମିୟି ଶମୟିୟଙ୍କ ପୁତ୍ର ଥିଲେ। ଏହି ବ୍ୟକ୍ତିମାନଙ୍କର ପରିବାର ବୃଦ୍ଧିଲାଭ କରି ଅତି ବୃହତ୍ ହେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ମଶୋବବ୍, ଯମ୍ଲେକ ଓ ଅମତ୍ସୀୟର ପୁତ୍ର ଯୋଶ
Odia IRV 2017 (ଓଡିଆ ବାଇବେଲ)
ଆଉ, ମଶୋବବ୍, ଯମ୍ଲେକ ଓ ଅମତ୍ସୀୟର ପୁତ୍ର ଯୋଶ