1 Chronicles 4:7 — Compare Translations

5 translations compared side by side

Odia - 1840
"ହିଲାଙ୍କର ପୁତ୍ରମାନେ ଥିଲେ ସରତେ, ୟିତସୋହର, ଓ ଇତନନ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ହିଲାର ସନ୍ତାନ ସେରତ୍, ଯିତ୍ସୋହର ଓ ଇତ୍ନନ୍ ।
Odia Bible ERV 2004 (ପବିତ୍ର ବାଇବଲ)
ହିଲାଙ୍କର ପୁତ୍ରମାନେ ଥିଲେ ସେରତ, ଯିତ୍‌ସୋହର, ଓ ଇତ୍‌ନନ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ହିଲାର ସନ୍ତାନ ସେରତ୍‍, ୟସ୍‍ହାର ଓ ଇତ୍‍ନନ୍‍।
Odia IRV 2017 (ଓଡିଆ ବାଇବେଲ)
ଆଉ ହିଲାର ସନ୍ତାନ ସେରତ୍‍, ୟସ୍‍ହାର ଓ ଇତ୍‍ନନ୍‍।