1 Chronicles 4:8 — Compare Translations

5 translations compared side by side

Odia - 1840
"କୋଜ୍ ଆନୁବ୍, ହକ୍ଲୋସଙ୍କର ଓ ଅହ ହେଲଙ୍କ ପିତା ଥିଲେ। ଅହଲଲେ ହାରୁମଙ୍କ ପୁତ୍ର ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ହକ୍କୋସ୍ ଆନୂବକୁ ଓ ସୋବେବାକୁ ଓ ହାରୁମ୍ର ପୁତ୍ର ଅହହେଲର ଗୋଷ୍ଠୀକି ଜାତ କଲା ।
Odia Bible ERV 2004 (ପବିତ୍ର ବାଇବଲ)
କୋ‌ଜ୍‌ ଆନୁବ୍, ହ‌କ୍‌କୋସଙ୍କର ଓ ଅହହେଲଙ୍କ ପିତା ଥିଲେ। ଅହହେଲ ହାରୁମଙ୍କ ପୁତ୍ର ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ହକ୍କୋସ୍‍ ଆନୂବକୁ, ସୋବେବାକୁ ଓ ହାରୁମ୍‍ର ପୁତ୍ର ଅହହେଲର ଗୋଷ୍ଠୀକୁ ଜାତ କଲା।
Odia IRV 2017 (ଓଡିଆ ବାଇବେଲ)
ପୁଣି, ହକ୍କୋସ୍‍ ଆନୂବକୁ, ସୋବେବାକୁ ଓ ହାରୁମ୍‍ର ପୁତ୍ର ଅହହେଲର ଗୋଷ୍ଠୀକୁ ଜାତ କଲା।