1 Chronicles 5:8 — Compare Translations

5 translations compared side by side

Odia - 1840
"ବଲୋ ଆସସ୍ରଙ୍କ ପୁତ୍ର ଥିଲେ। ଆସସ୍ର ଶମାଙ୍କେ ପୁତ୍ର ଥିଲେ, ଶମାେ ଯାୟେଲଙ୍କ ପୁତ୍ର ଥିଲେ। ସମାନେେ ନବୋ ଓ ବାଲମିଯୋନ ପର୍ୟ୍ଯନ୍ତ ବିସ୍ତୃତ ଅରୋଯରେ ବାସ କରୁଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଓ ଯୋୟେଲର ପ୍ରପୌତ୍ର ଶେମାର ପୌତ୍ର ଆସସ୍ର ପୁତ୍ର ବେଲା, ସେ ଅରୋୟେର ଓ ନବୋ ଓ ବାଲ୍ମୀୟୋନ୍ ପର୍ଯ୍ୟନ୍ତ ବାସ କଲା ।
Odia Bible ERV 2004 (ପବିତ୍ର ବାଇବଲ)
ବେଲା ଆସ‌‌ସ୍‌‌ରଙ୍କ ପୁତ୍ର ଥିଲେ। ଆସ‌‌ସ୍‌‌ର ଶେମାଙ୍କ ପୁତ୍ର ଥିଲେ, ଶେମା ଯୋୟେଲଙ୍କ ପୁତ୍ର ଥିଲେ। ସେମାନେ ନବୋ ଓ ବାଲମିୟୋନ ପର୍ଯ୍ୟନ୍ତ ବିସ୍ତୃତ ଅରୋୟେରରେ ବାସ କରୁଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଓ ଯୋୟେଲର ପ୍ରପୌତ୍ର ଶେମାର ପୌତ୍ର ଆସସ୍‍ର ପୁତ୍ର ବେଲା, ସେ ଅରୋୟେର ଓ ନବୋ ଓ ବାଲ୍‍-ମୀୟୋନ୍‍ ପର୍ଯ୍ୟନ୍ତ ବାସ କଲା।
Odia IRV 2017 (ଓଡିଆ ବାଇବେଲ)
ଓ ଯୋୟେଲର ପ୍ରପୌତ୍ର ଶେମାର ପୌତ୍ର ଆସସ୍‍ର ପୁତ୍ର ବେଲା, ସେ ଅରୋୟେର ଓ ନବୋ ଓ ବାଲ୍‍-ମୀୟୋନ୍‍ ପର୍ଯ୍ୟନ୍ତ ବାସ କଲା।